କାହାକୁ ଭୟ କରୁଛନ୍ତି ମୁଖ୍ୟମନ୍ତ୍ରୀ ? | Who Is The Chief Minister Afraid Of? | Odisha Reporter

କାହାକୁ ଭୟ କରୁଛନ୍ତି ମୁଖ୍ୟମନ୍ତ୍ରୀ ? | Who Is The Chief Minister Afraid Of? | Odisha Reporter

ମମିତା ମେହେର ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ତମାମ ପ୍ରକରଣ ଦେଖିଲେ ଲାଗୁଛି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଏକ ଅଦୃଶ୍ୟ ଶକ୍ତିକୁ ଭୟ କରୁଛନ୍ତି। ଓଡ଼ିଶାର ସାଧାରଣ ଲୋକ ଏବେ ଏଭଳି କୁହାକୁହି ହେଉଛନ୍ତି। ମମିତା ହତ୍ୟା ମାମଲାରେ ସାରା ରାଜ୍ୟ ଏବେ ଉଠୁଛି ପଡୁଛି। ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

odisha newslatest odia newsodia breaking news

Post a Comment

0 Comments